ଖୋଲା ରହିବ ବିଦେଶୀ ମଦ ଦୋକାନ ଓ ବାର 31 ରାତି ଅଧ ରାତି ପଯ୍ୟନ୍ତ।

ଖୋଲା ରହିବ ବିଦେଶୀ ମଦ ଦୋକାନ ଓ ବାର 31 ରାତି ଅଧ ରାତି ପଯ୍ୟନ୍ତ।

ଭୁବନେଶ୍ୱର: ଖୋଲା ରହିବ ବିଦେଶୀ ମଦ ଦୋକାନ ଓ ବାର 31 ରାତି ଅଧ ରାତି ପଯ୍ୟନ୍ତ।
ଜିରୋ ନାଇଟ ପାଇଁ ରାତି ଅଧଯାଏ ବିଦେଶୀ ମଦ ଦୋକାନ, ରେଷ୍ଟୁରାଣ୍ଟ ଏବଂ ବାର୍ ଖୋଲା ରହିବ । ବ୍ୟାପକ ଜନହତିକୁ ଦୃଷ୍ଟିରେ ରଖି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଡ଼ିସେମ୍ବର 31 ରାତି ଗୋଟେ ପର୍ଯ୍ୟନ୍ତ ବିଦେଶୀ ମଦ ଦୋକାନ ଏବଂ ବାର ଖୋଲା ରହିବ ବୋଲି ନିର୍ଦେଶନାମା ଜାରି କରାଯାଇଛି ।ଅବକାରୀ ବିଭାଗର ଅତିରିକ୍ତ ସଚିବ ଡକ୍ଟର ତ୍ରିବିକ୍ରମ ପ୍ରଧାନ ଚିଠି ଲେଖି ଅବକାରୀ କମିଶନରଙ୍କୁ ନିୟମ ପାଳନ କରିବା ପାଇଁ କୁହାଯାଇଛି ।
ଜାରି କରାଯାଇଥିବା ନିୟମ ଅନୁସାରେ ନୂଆବର୍ଷା ପାଳନ ଏବଂ ଜିରୋ ନାଇଟ ପାଳନ ପାଇଁ ସମସ୍ତ ବିଦେଶୀ ମଦ ଦୋକାନ, ବାର୍, ରେଷ୍ଟୁରାଣ୍ଟ ଖୋଲା ରହିବ । ଏହା କେବଳେ କଟକ-ପୁରୀ ଓ ଭୁବନେଶ୍ୱରବାସୀଙ୍କୁ ଏହି ସୁବିଧା ମିଳିବ । ଓଡ଼ିଶା ଅବକାରୀ ଆଇନ ୨୦୦୮ ର ସେକ୍ସନ ୯୩ ଆଧାରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂଆବର୍ଷ ପାଇଁ ଏଭଳି ଘୋଷଣା କରାଯାଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ !

Leave a Reply

Your email address will not be published. Required fields are marked *