ଭିଜିଲାନ୍ସ ଚଢାଉ ପ୍ରଧାନଶିକ୍ଷକଙ୍କ ଘରେ।

ଭିଜିଲାନ୍ସ ଚଢାଉ ପ୍ରଧାନଶିକ୍ଷକଙ୍କ ଘରେ।

ଭୁବେନେଶ୍ୱର:ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ବୋରଗାଁ ପ୍ରକଳ୍ପ ହାଇସ୍କୁଲର ପ୍ରଧାନଶିକ୍ଷକ ରଣଜିତ୍‍ ପାଣିଗ୍ରାହୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ପ୍ରଧାନଶିକ୍ଷକଙ୍କ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ ପକ୍ଷରୁ ଏହି ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Leave a Reply

Your email address will not be published. Required fields are marked *