ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗିରଫ।

ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗିରଫ।

ଉଦ୍ୟାନ ଓ କୃଷି ବିଭାଗର ନିର୍ଦେଶକ ଆଇ ଏ ଏସ ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗିରଫ।ଏକ ବିଲ ପାସ କରାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ।ତାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି।2009 ବ୍ୟଚ ର ଆଇ ଏ ଏସ ହେଉଛନ୍ତି ବିଜୟ କେତନ।ତାଙ୍କ ବାଲେଶ୍ୱର ସ୍ଥିତ ଘର ,କାର୍ଯ୍ୟାଳୟ ଉପରେ ମଧ୍ୟ ଏକ ସମୟରେ ଚଢ଼ାଉ।ବିଜୟ କେତନ ଙ୍କ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢ଼ାଉ ହେଇଥିବା ଖବର ମିଳିଛି।ଚଢ଼ାଉ ରେ ସହଯୋଗ କରିବା ପାଇଁ ଆଉ ଦୁଇଟି ଭିଜିଲାନ୍ସ ଦଳ କଟକରୁ ଆସିଛନ୍ତି।

Leave a Reply

Your email address will not be published. Required fields are marked *