ସାତ ଜଣ ଶ୍ରମିକ ଉଦ୍ଧାର- ସାତ ଜଣ ଶ୍ରମିକଙ୍କୁ ବଲାଙ୍ଗୀର ରୁ ଏକ ବିପଦଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ନିଆ ଯାଉଥିବା ବେଳେ ଲାଠୋର ପୋଲିସ ଉଦ୍ଧାର କରଛି।ଏହି ସାତ ଜଣକ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *