ଟ୍ରକ୍‌ରେ ଭିତରେ ଲୁଚିଥିଲା ୭ ଫୁଟ୍ ଅଜଗର

ଟ୍ରକ୍‌ରେ ଭିତରେ ଲୁଚିଥିଲା ୭ ଫୁଟ୍ ଅଜଗର

ଭୁବନେଶ୍ୱର,ଭବାନୀପାଟଣା:ଟ୍ରକ୍‌ରେ ଭିତରେ ଲୁଚିଥିଲା ୭ ଫୁଟ୍ ଅଜଗର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ଛତିକୁଡ଼ା ଛକରେ ଠିଆ ହୋଇଥିବା ଏକ ଟ୍ରକ୍‌ର ତେଲ ଟାଙ୍କି ଚେସିସ୍‌ ବାର ଉପରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପ୍ରାୟ ୭ ଫୁଟ୍ ହେବ। ସାପଟିକୁ ଦେଖିବାକୁ ସେଠାରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା ।

Leave a Reply

Your email address will not be published. Required fields are marked *