ଟ୍ରେନର ଶୁଭାରମ୍ଭ କଲେ ତୀର୍ଥଯାତ୍ରା ମୁଖ୍ୟମନ୍ତ୍ରୀ।

ଟ୍ରେନର ଶୁଭାରମ୍ଭ କଲେ ତୀର୍ଥଯାତ୍ରା ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର:ବାଲେଶ୍ୱର !୧୩.୧୨.୧୯: ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି ।ଭିଡିଓ କନଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହରିଦ୍ୱାର ଓ ଋଷିକେଶକୁ ଯାତ୍ରା କରିଛନ୍ତି ୫ ଜିଲ୍ଲାର ୯୭୦ ତୀର୍ଥଯାତ୍ରୀ ।

Leave a Reply

Your email address will not be published. Required fields are marked *