ନୂଆବର୍ଷ ଭିଡ଼ପାଇଁ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ …

ନୂଆବର୍ଷ ଭିଡ଼ପାଇଁ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ …

ଭୁବେନେଶ୍ୱର:ନୂଆବର୍ଷରେ ମାତ୍ରାଧିକ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଆଜି ସନ୍ଧ୍ୟାରେ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏକ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଅଛି I

ଏହି ଟ୍ରେନ ପୁରୀ ଠାରୁ ସନ୍ଧ୍ୟା ୬ ଘଟିକାରେ ପୁରୀ ଠାରୁ ଛାଡି ବ୍ରହ୍ମପୁର ଯାତ୍ରା କରିବ I ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲଟ ମାନଙ୍କରେ ରହଣି କରିବ I

Leave a Reply

Your email address will not be published. Required fields are marked *