ଭୁବନେଶ୍ୱର ରବି ଟକିଜ ଛକରେ ରାତ୍ରି ୧୦:୩୦ ସମୟ ରେ ଟ୍ରାଫିକ ନଥିବାରୁ ସମସ୍ତେ ସମସ୍ତ ଦିଗରୁ ଗାଡି ଭର୍ତ୍ତି କରି ରାସ୍ତା ଜାମ

ଭୁବନେଶ୍ୱର ରବି ଟକିଜ ଛକରେ ରାତ୍ରି ୧୦:୩୦ ସମୟ ରେ ଟ୍ରାଫିକ ନଥିବାରୁ ସମସ୍ତେ ସମସ୍ତ ଦିଗରୁ ଗାଡି ଭର୍ତ୍ତି କରି ରାସ୍ତା ଜାମ

ଭୁବନେଶ୍ୱର: ରାତି ୧୦ ରେ ସମସ୍ତ ଟ୍ରାଫିକ ପୋଲିସ duity ସାରିକି ଯିବାପରେ ଏମିତି କିଛି ଦେଖିବାକୁ ମିଳୁଛି । ରାସ୍ତା ପ୍ରବଳ ଗହଳି ରହୁଥିବା ବେଳେ ଅସାମାଜିକ ଲୋକଙ୍କ ପଦୁର୍ଭାଵ ବଢୁଛି । କିଛିଦିନ ପୂର୍ବରେ ଭୁବନେଶ୍ୱର ରବି ଟକିଜ ଛକରେ ରାତ୍ରି ୧୦:୩୦ ସମୟ ରେ ଟ୍ରାଫିକ ନଥିବାରୁ ସମସ୍ତେ ସମସ୍ତ ଦିଗରୁ ଗାଡି ଭର୍ତ୍ତି କରି ରାସ୍ତା ଜାମ କରିଥିଲେ । ବହୁତ କଷ୍ଟରେ ରାସ୍ତା ଖାଲି ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଇଥିଲା । ଅନେକ ଦିନ ମୁଁ ନିଜେ ମଧ୍ୟ ରାତି ୧୦ ପରେ ୧୨ ପର୍ଯ୍ୟନ୍ତ ଖାଲି କରିବାକୁ ପଡୁଛି ଆଉ ଏଥିରେ ସହଯୋଗ କରୁଛନ୍ତି ଉଭୟ ବଡ଼ଗଡ଼ ଏବଂ ଲିଙ୍ଗରାଜ ଥାନା PCR । ଟ୍ରାଫିକ କର୍ମଚାରୀଙ୍କୁ ଅନୁରୋଧ ରାତିରେ ସେମାନେ ପୋଷ୍ଟ ଛାଡିବା ପୂର୍ବରୁ ୧ ରୁ ୨ ମିନିଟ ବେବଧାନରେ ଟ୍ରାଫିକ ଲାଇଟ ସିଗ୍ନାଲ ର ବେବସ୍ଥା କରିକି ଯାଆନ୍ତୁ ଏବଂ ଟ୍ରାଫିକ କଂଟ୍ରୋଲରୁମ କୁ ଅନୁରୋଧ ସେ ରାତିରେ ନିୟମ ଭାଙ୍ଗୁଥିବା ଲୋକଙ୍କର CCTV footage ପ୍ରମାଣ ରଖି E Challan କାଟନ୍ତୁ । ଏହା ଫଳରେ ବିନା ଟ୍ରାଫିକ ଷ୍ଟାଫ ରେ ସଡକ ରେ ଯାତାୟତ କରୁଥିବା ଗାଡି ଉପରେ ଲଗାମ ଆସିବା ସହ ଟ୍ରାଫିକ ନିୟନ୍ତ୍ରଣ ବିନା ଲୋକରେ ସମ୍ଭବ ହୋଇ ପାରିବ ଏହା ମୋର ଆଶା ।

Leave a Reply

Your email address will not be published. Required fields are marked *