୧୦ଟି କ୍ଷେତ୍ରରେ ନିୟମ ଉଲ୍ଲଂଘନ କଲେ ପଡ଼ିବ ଫାଇନ୍‌ ।

୧୦ଟି କ୍ଷେତ୍ରରେ ନିୟମ ଉଲ୍ଲଂଘନ କଲେ ପଡ଼ିବ ଫାଇନ୍‌ ।
୧- ଅତ୍ୟଧିକ ବେଗରେ ଗାଡ଼ି ଚଳାଇଲେ
୨- ଟ୍ରାଫିକ୍‌ ସିଗ୍‌ନାଲ ଉଲ୍ଲଂଘନ
୩- ମଦ୍ୟପାନ କରି ଗାଡ଼ି ଚଳାଇଲେ
୪- ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ
୫- ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ,, ୬- ବିପଦପୂର୍ଣ୍ଣ ଡ୍ରାଇଭିଂ
୭- ବାଇକ୍‌ରେ ୩ ଜଣ ବସିଲେ
୮- ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ
୯- ବିନା ସିଟ୍‌ବେଲ୍ଟରେ ଗାଡ଼ି ଚଳାଇଲେ
୧୦- ଓଭର ଲୋଡିଂ କଲେ ପଡ଼ିବ ଫାଇନ୍‌
ଏକା ସହ ୩-୪ଟିରୁ ଅଧିକ ଗାଡ଼ି ଚେକିଂ ନ କରିବାକୁ ଚିଠି

Leave a Reply

Your email address will not be published. Required fields are marked *