ଶିକ୍ଷକଙ୍କୁ ମିଳିବନି ଖରାଛୁଟି

ଶିକ୍ଷକଙ୍କୁ ମିଳିବନି ଖରାଛୁଟି

ଭୁବନେଶ୍ୱର ୦୯.୦୧.୨୦: ଏଣିକି ରାଜ୍ୟର ସ୍କୁଲ ଶିକ୍ଷକଙ୍କୁ ମିଳିବନି ଖରାଛୁଟି । ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ୍ । ଖରାଦିନେ ସ୍କୁଲରେ ଥିବା ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଉଜ୍ଜଳ, ଉତଥାନ ଓ ଉତ୍କର୍ଷ ମାଧ୍ୟମରେ ଶିକ୍ଷକମାନେ ପାଠ ପଢାଇବେ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *