ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର

ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର (କ୍ଲିନ କମ୍ପ୍ଲେକ୍ସ)

ସ୍ଵଛ ଭାରତ ଅଭିଯାନର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର  ପରିକଳ୍ପନା ଉଦେଶ୍ୟରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ନେତୃତ୍ୱରେ ଅଧିକାରୀ ଓ କାର୍ମଚାରୀମାନେ ସମସ୍ତ ଷ୍ଟେସନ ପରିଚାଳନା କ୍ଷେତ୍ରର ପରିଚ୍ଛନ୍ନତା ଆଣିବା ସହ ନିଜ କାର୍ଯ୍ୟାଳୟ ଓ ଏହାର ପରିସର ରେ ପରିଚ୍ଛନ୍ନତା ଆଣିବା ପାଇଁ ସ୍ୱଚ୍ଛତା ଅଭିଯାନ ରେ ଭାଗନେଇଥିଲେ I   ରେଳଷ୍ଟେସନ ପରିଚାଳନା କ୍ଷେତ୍ର ମାନଙ୍କରେ ଉପଯୁକ୍ତ ଯାତ୍ରୀ ପରିଷେବା ସୁନିଶ୍ଚିତ କରାଯାଇଥିଲା I ଷ୍ଟେସନ ମାନଙ୍କରେ ସମସ୍ତ ଡ୍ରେନ ମାନଙ୍କର ସଫେଇ କାର୍ଯ୍ୟ ଏହି ଅବସରରେ ସମ୍ପାଦନ କରାଯାଇଥିଲା I ସ୍ୱଚ୍ଛତା ଅଭିଯାନକୁ ସ୍ମରଣୀୟ କରାଇବା ପାଇଁ  ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଓ ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ନେତୃତ୍ୱରେ ଅଧିକାରୀ ଓ କାର୍ମଚାରୀମାନେ ଆଜି ରେଳ ସଦନ ପରିସର ସହିତ ବିଭିନ୍ନ କାର୍ଯ୍ୟ ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ କରିଥିଲେ I

Leave a Reply

Your email address will not be published. Required fields are marked *