ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସ୍ବାଗତ କଲେ ଆରଏସ ଏସ ପ୍ରମୁଖ ମୋହନ ଭାଗବତ

ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସ୍ବାଗତ କଲେ ଆରଏସ ଏସ ପ୍ରମୁଖ ମୋହନ ଭାଗବତ

ଦିଲ୍ଲୀ : ଭୁବନେଶ୍ୱର: ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସ୍ବାଗତ କଲେ ଆରଏସ ଏସ ପ୍ରମୁଖ ମୋହନ ଭାଗବତ, ରାୟକୁ କେହି ବିଜୟ ବା ପରାଜୟ ରୂପରେ ଦେଖିବା ଉଚିତ ନୁହେଁ, ସବୁ ପୁରୁଣା କଥାକୁ ଭୁଲି ସମସ୍ତେ ମିଳିମିଶି ମନ୍ଦିର ତିଆରି କରିବା ଉଚିତ, ଏବେ ସବୁ ବିବାଦର ସମାଧାନ ହୋଇଛି: ମୋହନ ଭାଗବତ

Leave a Reply

Your email address will not be published. Required fields are marked *