ସୁପ୍ରିମକୋର୍ଟଙ୍କ ନିଷ୍ପତି: ଏଣିକି ଚାକିରି ମଝିରେ ଇସ୍ତଫା ଦେଲେ କର୍ମଚାରୀ ପାଇବେନି ପେନସନ

ସୁପ୍ରିମକୋର୍ଟଙ୍କ ନିଷ୍ପତି: ଏଣିକି ଚାକିରି ମଝିରେ ଇସ୍ତଫା ଦେଲେ କର୍ମଚାରୀ ପାଇବେନି ପେନସନ

ଭୁବନେଶ୍ୱର:ଏଣିକି ଚାକିରି ମଝିରୁ ଇସ୍ତଫା ଦେଲେ ମିଳିବ ନାହିଁ ପେନସନ । ଏକ ମାମଲାର ଶୁଣାଣି କରିବାକୁ ଯାଇ ଏଭଳି ଏକ ଚରମ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସୁପ୍ରମିକୋର୍ଟଙ୍କ ନିଷ୍ପତି ଅନୁଯାୟୀ, ଯଦି କୌଣସି ସରକାରୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ ତଥା ଚାକିରି ମଝିରେ ଇସ୍ତଫା ଦିଅନ୍ତି ତେବେ ଉକ୍ତ କର୍ମଚାରୀ ଜଣକ ସେଂଟ୍ରାଲ୍ ସିଭିଲ୍ ସର୍ଭିସ ପେନସନ ରୁଲ୍ ଅନୁସାରେ ଭତ୍ତା ପାଇବାର ଯୋଗ୍ୟ ନୁହଁନ୍ତି ।

Leave a Reply

Your email address will not be published. Required fields are marked *