ଭାରତରତ୍ନ ନେଇ ବରିଷ୍ଟ ରାଜନେତା ଶ୍ରୀକାନ୍ତ ଜେନା ଭିନ୍ନ ପ୍ରସଙ୍ଗ

ଭାରତରତ୍ନ ନେଇ ବରିଷ୍ଟ ରାଜନେତା ଶ୍ରୀକାନ୍ତ ଜେନା ଭିନ୍ନ ପ୍ରସଙ୍ଗ

ଭୁବନେଶ୍ୱର : ଭାରତରତ୍ନ ନେଇ ବରିଷ୍ଟ ରାଜନେତା ଶ୍ରୀକାନ୍ତ ଜେନା ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ଏବେ କିଛି ଦିନ ହେଲା ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ପାଇଁ ପୁନଶ୍ଚ ଦାବି ଉଠିଛି ବରିଷ୍ଟ ନେତା ଡାକ୍ତର ଦାମୋଦର ରାଉତ, ବିଜେଡି ସାଂସଦ ଓ ଅନ୍ୟମାନେ ଏହି ଦାବି ଉଠାଇଛନ୍ତି ହେଲେ ଏକଦା ବିଜୁଙ୍କ ଖାସ ଅନୁଗତ ଥିବା ନେତା ଶ୍ରୀକାନ୍ତ ଜେନା ନୂଆ ନାମ ଉଠାଇ ବିବାଦ ଛିଡା କରିଛନ୍ତି ଶହୀଦ  ଲକ୍ଷ୍ମଣ ନାୟକଙ୍କୁ ଭାରତରତ୍ନ ଦେବାକୁ ଯୁକ୍ତି ରଖିଛନ୍ତି ଓଡିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବା ଓ କେନ୍ଦ୍ର ସରକାରଙ୍କୁ ଲେଖିବା ପାଇଁ ଦାବି କରିଛନ୍ତି ଏଥିନେଇ ଶ୍ରୀ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି

Leave a Reply

Your email address will not be published. Required fields are marked *