ରୋହିତ ଓ ରାହୁଲଙ୍କ ଶତକ ଭାରତର ବିଶାଳ ସ୍କୋର

ରୋହିତ ଓ ରାହୁଲଙ୍କ ଶତକ ଭାରତର ବିଶାଳ ସ୍କୋର

. ୱେଷ୍ଟଇଣ୍ଡିଜ ପାଇଁ ୩୮୮ରନର ବିଜୟ ଲକ୍ଷ୍ୟ

ବିଶାଖାପାଟଣା : ରୋହିତ ଓ ରାହୁଲଙ୍କ ଶତକ ଭାରତର ବିଶାଳ ସ୍କୋର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ବୁଧବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଖେଳା ଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଅଧିନାୟକ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ପାଇଁ ୨୮୮ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Leave a Reply

Your email address will not be published. Required fields are marked *