ଜାତୀୟ ସବଜୁନିୟର ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ପାଇଁ ଭୁବନେଶ୍ଵର ଏଲ ସି  ସି  ଟେନିସ ବଲ କ୍ରିକେଟ ପଡିଆ   ଠାରେ 16 ବର୍ଷ ରୁ କମ ବର୍ଷ ର ଖେଳାଳି ଚୟନ ପକ୍ରିୟା .

ଜାତୀୟ ସବଜୁନିୟର ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ପାଇଁ ଭୁବନେଶ୍ଵର ଏଲ ସି  ସି  ଟେନିସ ବଲ କ୍ରିକେଟ ପଡିଆ   ଠାରେ 16 ବର୍ଷ ରୁ କମ ବର୍ଷ ର ଖେଳାଳି ଚୟନ ପକ୍ରିୟା .

ସୂଚନା ଯୋଗ୍ୟ , 24 ତମ ଜାତୀୟ ସବଜୁନିଅର ଟେନିସ ବଲ କ୍ରିକେଟ ଚାମ୍ପିୟନସିପ୍ ଉତ୍ତର ପ୍ରଦେଶର ଗୋରଖପୁର ଠାରେ ଡ଼ିସେମ୍ବର ମାସ 24 ତାରିଖ ରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ . ଏହି ଜାତୀୟ କ୍ରୀଡା ରେ ଖେଳାଳି ମାନେ ଭାଗ ନେବା ପାଇଁ ଆଗରୁ ଭଦ୍ରଖ ,କନ୍ଧମାଳ ,ଗଂଜାମ ଜିଲ୍ଲା ମାନଙ୍କରେ ୩ ଟି ଜୋନ ରେ ନିଜ ନିଜର ଖେଳ ପ୍ରଦର୍ଶନ କରି ଖେଳାଳି ଚୟନ ସାରିଥିବା ବେଳେ , ଖୋର୍ଦ୍ଧା ଜିଲ୍ଲା ର ଭୁବନେଶ୍ୱର ଠାରେ ଖେଳାଳି ଚୟନ ପ୍ରକ୍ରିୟା ରବିବାର ଦିନ ସାରିଥିଲା .

ଏହି ଚୟନ ପକ୍ରିୟା ର ମୁଖ୍ୟ ଚୟନକାରୀ  ଭାବେ ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘ ର ସହ ସମ୍ପାଦକ ସୋମନାଥ ପରିଡା , ସମ୍ପାଦକ ସିଥିଲ ପଣ୍ଡା , ଭୁବନେଶ୍ୱର ଟେନିସ ବଲ କ୍ରିକେଟ ସଂଘର ସମ୍ପାଦକ ପଙ୍କଜ ଦାସ ଏବଂ ସିନିଅର ଦଳର ଖେଳାଳି ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ . ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ ମିଶ୍ର ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ .

Leave a Reply

Your email address will not be published. Required fields are marked *