ଜୟ ଓଡ଼ିଶା ର କର୍ମକର୍ତ୍ତା ମାନେ ସହର ର ୭ଟି ବସ୍ତି ଅଞ୍ଚଳ ରେ ପହଞ୍ଚି ପାଖାପାଖି ୫୦୦ ଶିଶୁ ଙ୍କ ସହ ମିଶି ଶିଶୁ ଦିବସ ଖୁସିଲେ ପାରିଲେ।

ଜୟ ଓଡ଼ିଶା ର କର୍ମକର୍ତ୍ତା ମାନେ ସହର ର ୭ଟି ବସ୍ତି ଅଞ୍ଚଳ ରେ ପହଞ୍ଚି ପାଖାପାଖି ୫୦୦ ଶିଶୁ ଙ୍କ ସହ ମିଶି ଶିଶୁ ଦିବସ ଖୁସିଲେ ପାରିଲେ।

ଭୁବନେଶ୍ୱର: ଜୟ ଓଡ଼ିଶା ର କର୍ମକର୍ତ୍ତା ମାନେ ସହର ର ୭ଟି ବସ୍ତି ଅଞ୍ଚଳ ରେ ପହଞ୍ଚି ପାଖାପାଖି ୫୦୦ ଶିଶୁ ଙ୍କ ସହ ମିଶି ଶିଶୁ ଦିବସ ନିମ୍ନ ଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ପାଳନ କରିଛନ୍ତି।

୧.ମ୍ୟାଜିକ ସୋ
୨. ବହି ଖାତା ବଣ୍ଟନ
୩.ଡେଣ୍ଟାଲ‍୍ ଚେକ୍ ଅପ୍
୪.ନୃତ୍ୟ ପ୍ରତିଯୋଗିତା

ଏହି କାର୍ଯ୍ୟକ୍ରମ ରେ ଜୟ ଓଡ଼ିଶା କର୍ମକର୍ତ୍ତା ଙ୍କ ବ୍ୟତୀତ ଜୟ ଓଡ଼ିଶା ର ପଥ ପ୍ରଦର୍ଶକ ପୂର୍ବତନ ପୋଲିସ କମଶନର ମୁମ୍ବାଇ ଶ୍ରୀଯୁକ୍ତ ଅରୂପ ପଟନାୟକ ସର୍ , ପୂର୍ବତନ କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଜୟ ଓଡ଼ିଶା ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଙ୍କ ମତ ରେ ” ଏହି କୁନି କୁନି ଶିଶୁ ମାନେ ହେଉଛନ୍ତି ଦେଶ ର ଭବିଷ୍ୟତ । ଏହି ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢି ତୋଳିବା ନିମନ୍ତେ ଉତ୍ତମ ପଥ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ଆମ୍ଭର ଦାୟିତ୍ୱ ଅଟେ।

Leave a Reply

Your email address will not be published. Required fields are marked *