ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ୩ଟି ଲଜରେ ଚଢାଉ କରିଛି ପୋଲିସ ।

ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ୩ଟି ଲଜରେ ଚଢାଉ କରିଛି ପୋଲିସ ।

ଭୁବେନେଶ୍ୱର:ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ୩ଟି ଲଜରେ ଚଢାଉ କରିଛି ପୋଲିସ । ଏଥିରୁ ୧୫ ଜଣ ଦେହଜୀବୀ ଉଦ୍ଧାର ହୋଇଥିବା ବେଳେ ୧୫ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି । ଆଗକୁ ନୂଆବର୍ଷ ଆସୁଥିବାରୁ ବିଭିନ୍ନ ହୋଟେଲରେ ଟାଉନ ପୋଲିସ ଚଢାଉ କରିଛି ।

ଏହା ପୂର୍ବରୁ ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ସ୍ଥାନୀୟ ନକଟିଗୁଡାରେ ଥିବା ଏକ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ୍‌ ଠାବ କରିଥିଲା । ସେଠାରୁ ୪ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଯୁବକଙ୍କୁ ଅଟକ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *