ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା।

ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା।

ଭୁବେନେଶ୍ୱର:କୋଣାର୍କ: ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା। ନିଜ ଇଜ୍ଜତ ବଞ୍ଚାଇବାକୁ ମହିଳାଜଣକ ଯୁବକଙ୍କ ଜିଭ ଛିଣ୍ଡାଇ ଫୋପାଡ଼ି ଦେଲେ। ଏହାପରେ ପ୍ରାଣ ବିକଳରେ ଯୁବକଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ଏପରି ଘଟଣା କାକଟପୁରସ୍ଥିତ ଏକ ଆଶ୍ରମରେ ଘଟିଛି । ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ମହିଳାଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *