ମନ୍ତ୍ରୀ ପ୍ରତାପ ଜେନା ଭେଟି ସେମାନଙ୍କ ଚିକିତ୍ସା ଓ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି |

କଟକ ଏସ୍ ସି ବି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତିହୋଇଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଗଟଣାରେ ଆହତମାନଙ୍କୁ ପଞ୍ଚାୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭେଟି ସେମାନଙ୍କ ଚିକିତ୍ସା ଓ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି |

Leave a Reply

Your email address will not be published. Required fields are marked *