ରାଜ୍ୟ ସରକାରଙ୍କ ଖରିଫ ଧାନ ସଂଗ୍ରହ,୨୦୧୯-୨୦ ପାଇଁ ସୂଚନା

ରାଜ୍ୟ ସରକାରଙ୍କ ଖରିଫ ଧାନ ସଂଗ୍ରହ,୨୦୧୯-୨୦ ପାଇଁ ସୂଚନା

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଖରିଫ ଧାନ ସଂଗ୍ରହ,୨୦୧୯-୨୦ ପାଇଁ ସୂଚନା ନିମନ୍ତେ ସମବାୟ ବ୍ୟାଙ୍କର ଅଧକ୍ଷତାରେ ମାନ୍ୟବର ତାଳଚେର ବିଧାୟକ ଶ୍ରୀ.ବ୍ରଜକିଶୋର ପ୍ରଧାନ ଓ ରାଜ୍ୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ. ଅକ୍ଷୟ କୁମାର ମହାନ୍ତି, ତାଳଚେର ଉପଜିଲ୍ଲାପାଳ ଶ୍ରୀ.ପରେଶ ଚନ୍ଦ୍ର ନାୟକ ଯୋଗଦେଇଥିଲେ। ମାନ୍ୟବର ବିଧାୟକ ଗ୍ରାମ ବସି ମାନଙ୍କୁ ସମସ୍ତ ସରକାରଙ୍କ ଥିବା ଯୁଜନା ବିଷୟରେ ଅବଗତ କରାଇଥିଲେ

Leave a Reply

Your email address will not be published. Required fields are marked *