ସରଗିଫୁଲ’ ମହୋତ୍ସବ ଉଦଘାଟନ।

ସରଗିଫୁଲ’ ମହୋତ୍ସବ ଉଦଘାଟନ।

ଭୁବନେଶ୍ୱର, – ଆଜି ଏକ ନମ୍ବର ଆଦିବାସୀ ପଡିଆ ଠାରେ ହୋଇଯାଉଛି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ‘ସରଗିଫୁଲ’ ମହୋତ୍ସବ, ୨୦୧୦ ମସିହାଠାରୁ ବିଭାଗ ଦ୍ୱାରା ଆୟୋଜିତ ହୋଇ ଆସୁଅଛି । ଚଳିତ ବର୍ଷ ଏହି ଉତ୍ସବ ଦଶମ ଥର ପାଇଁ ଆୟୋଜିତ ହେଉଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ୟୁନିଟ୍‌ ୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ‘ସରଗିଫୁଲ-୨୦୧୯’ ଉଦ୍‌ଘାଟନ ଉତ୍ସବରେ େ୩⁄୪ାଗଦେଇ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ େ୩⁄୪, ଅନୁସୂଚିତ ଜନଜାତି ପିଲାମାନଙ୍କର ଦକ୍ଷତା କୌଣସି ଗୁଣରେ କମ୍‌ ନୁହେଁ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ବିଦ୍ୟାରୂ ପକ ଜ୍ଞାନକୁ ଆହରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାରକା ପରାମର୍ଶ ଦେଇଥିଲେ । ସରଗିଫୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଲୁତ ପ୍ରତିଭା ଲୋକଲୋଚନକୁ ଆସି ପାରିବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଆହୁରି ବିକଶିତ କରିବା, ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ନିଜ ନିଜ ମଧ୍ୟରେ ଭାବବିନିମୟ କରିବା ସହ ବିଭିନ୍ନ କର୍ମଶାଳା ଓ ପ୍ରତିେ୩⁄୪ାଗିତାରୁ ଶିକ୍ଷା ଲାଭ କରି େ୩⁄୪ଉଁ ଅନୁଭୂତି ଗ୍ରହଣ କରିବେ ତାହାକୁ ସାଙ୍ଗସାଥି ଓ ନିଜ ବିଦ୍ୟାଳୟ ତଥା ଆଖ ପାଖ ବିଦ୍ୟାଳୟକୁ ମଧ୍ୟ ସଂ ପ୍ରସାରିତ କରି ପାରିବ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉ ପଦେଷ୍ଟା ସୁଜିତ୍‌ କୁମାର କହିଲେ େ୩⁄୪ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବହୁ େ୩⁄୪ାଜନା କା୩⁄୪ର୍୍ୟକାରୀ କରୁଛନ୍ତି । ଆଦିବାସୀ ଜିଲ୍ଲାମାନଙ୍କୁ ନେଇ େ୩⁄୪ଉଁ ଉନ୍ନୟନ ପରିଷଦ ଗଠନ କରା୩⁄୪ାଇଛି, ତାହା ଦେଶରେ ବିରଳ । ସଂଖ୍ୟାଲଘୁ ବ୍ୟା ପାର ଉ ପଦେଷ୍ଟା ମୁନ୍ନା ଖାଁ ଉଦ୍‌ବୋ ଦେଇ କହିଲେ, ସରଗିଫୁଲ ମାଧ୍ୟମରେ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଆଦିବାସୀ ଭାଷାରେ ଭାଷଣ ଦେଇ ସେ କହିଲେ, ଖାଲି ଓଡ଼ିଶାରେ ନୁହେଁ, ସାରା ଦେଶରେ ଜନଜାତି ଛାତ୍ରଙ୍କ ପ୍ରତିଭା ଲୋକଲୋଚନକୁ ଆସି ପାରିଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋ ପ୍ରା ତାଙ୍କ ଅଭିଭାଷଣରେ କହିଲେ ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ମାଟି୍ରକ୍‌ ପରୀକ୍ଷା ପାସ ହାର ରାଜ୍ୟ ପାସ୍‌ ହାରଠାରୁ । ସରଗିଫୁଲ ମହୋତ୍ସବରେ ଦକ୍ଷତା ବୃଦ୍ଧି ପାଇଁ ୩୦ଟି କର୍ମଶାଳା ଓ ୭୦ଟି ପ୍ରତିେ୩⁄୪ାଗିତା କରା୩⁄୪ାଉଛି । ଏଥର ସରଗିଫୁଲ ୨୦୧୯ରେ ଭାଗ ନେଉଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଶିଶୁ କର୍ମଶାଳା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି । ସରକାର ‘ସୁବିଦ୍ୟା’ ମାଧ୍ୟମରେ ବିଭାଗୀୟ ହଷ୍ଟେଲ୍‌ଗୁଡ଼ିକ ଗୁଣାତ୍ମକ ମାନ ବୃଦ୍ଧି କରିଛନ୍ତି । ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ‘ଗଣିତ କଳିକା’ ଆରମ୍ଭ କରା୩⁄୪ାଉଛି । ସ୍ୱାଗତ ଭାଷଣ ଦେଇ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌.ଟି) ସରଗିଫୁଲ ଉତ୍ସବର ଉଦ୍ଦେଶ୍ୟ ସଂ ପର୍କରେ ଆଲୋଚନା କରିଥିଲେ ଓ ଏସ୍‌ସି ଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ଧନ୍ୟବାଦ ଅ ର୍ପଣ କରିଥିଲେ । ସରଗିଫୁଲ ୨୦୧୯ ମହୋତ୍ସବ, ଡିସେଞ୍ଚର ୧୯ରୁ ୨୧ ତାରିଖ ପ୩⁄୪ର୍୍ୟନ୍ତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧, ଭୁବନେଶ୍ୱରରେ ତିନିଦିନ TMରି ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ
ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ
ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷା ପୁଞ୍ଜ ସମୂହରେ ପଞ୍ଚମରୁ ଦଶମ ଶ୍ରେଣୀରେ ପଢ଼ୁଥିବା
୮୬୭ ଜଣ ଛାତ୍ରଛାତ୍ରୀ ଏବଂ ୧୩୮ ଜଣ ଶିକ୍ଷକଶିକ୍ଷୟିତ୍ରୀ େ୩⁄୪ାଗ ଦେଇଛନ୍ତି । ରାଜ୍ୟ ସ୍ତରୀୟ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଗତ ନଭେଞ୍ଚର ମାସରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିେ୩⁄୪ାଗିତା ଆୟୋଜନ କରା୩⁄୪ାଇ ଶ୍ରେଷ୍ଠ ବିଜେତାଙ୍କୁ ହିଁ ଚୟନ କରା୩⁄୪ାଇଛି । ‘ସରଗିଫୁଲ’-୨୦୧୯ ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୮.୩୦ରୁ ଦିନ
୧୨.୩୦ ପ୩⁄୪ର୍୍ୟନ୍ତ କି୍ରଏଟିଭ୍‌ ଡ୍ୟାନ୍ସ, ଓ୍ୱାଲ୍‌ େ ପଣ୍ଟିଂ, ଫଟୋଗ୍ରାଫି, ମ୍ୟାଜିକ୍‌, ଓଡ଼ିଶୀ ଡ୍ୟାନ୍ସ, କି୍ରଏଟିଭ୍‌ ରାଇଟିଂ, ବେଷ୍ଟ ଅଫ୍‌ େଓ୍ୱଷ୍ଟସ୍‌, ସାଇନ୍ସ ଗେମ୍‌, ମାଥ୍‌ ଗେମ୍‌, ଲ୍ୟା ̧ ସେଡ୍‌, ଷ୍ଟ୍ର କ୍ରାଫଫ, କାଗଜ ମୁଖା, ପେ ପଟ୍ରି, ସ୍କି୍ରନ୍‌ େ ପଣ୍ଟିଂ ଆଣ୍ଡ ଫାବି୍ରକ୍‌ ପ୍ରିଣ୍ଟିଂ, େ ପାଷ୍ଟର ଡେଭଲ ପ୍‌ମେଣ୍ଟ, ଚାଇଲଡ୍‌ ରିେ ପାଟର୍‌, ଟ୍ରାଇବାଲ୍‌ େ ପଣ୍ଟିଂ, ଟେରାକୋଟା ଜୁଏଲାରୀ, ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ମୁ୍ୟଜିକ୍‌, ଥିଏଟର, ସେଲ ଡିଫେନ୍ସ, ମିଟ୍‌ ଦି ପର୍ସନାଲିଟି ଆଦି ବିଷୟରେ ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ୩୦ଟି କର୍ମଶାଳା ଆୟୋଜନ କରା୩⁄୪ାଇଛି । ଏଥି ସହିତ ୧୯ ଓ ୨୦ ତାରିଖ ଅ ପରାହ@ ୨.୩୦ରୁ ୪.୩୦ ପ୩⁄୪ର୍୍ୟନ୍ତ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୭ଟି ବିଭାଗ ପାଇଁ ପ୍ରତିେ୩⁄୪ାଗିତା ଆୟୋଜିତ ହେବ । ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ କା୩⁄୪ର୍୍ୟକ୍ରମ ପରିବେଷଣ କରିବେ । ବିଜ୍ଞାନମେଳା ଓ ଭଲିବଲ୍‌ ପ୍ରତିେ୩⁄୪ାଗିତା ମଧ୍ୟ ଏହି ମହୋତ୍ସବର ଅଂଶବିଶେଷ । ଏହି ଉତ୍ସବରେ ୨୦୧୯ ମସିହା ମାଟି୍ରକ୍‌ ପରୀକ୍ଷାରେ ସର୍ବୋଚ୍ଚ ନଞ୍ଚର ରଖି କୃତିତ୍ୱ ଅର୍ଜନ କରିଥିବା ୧୦୧ ଜଣ ଛାତ୍ରଛାତ୍ରୀ ଏବଂ ଉତ୍ତମ ସେବା ସହ ବିଭିନ୍ନ ଦିଗରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ।

Leave a Reply

Your email address will not be published. Required fields are marked *