୩୩ତମ ସ୍ଵାଧୀନତା ସଂଗ୍ରାମୀ ମହୋତ୍ସବ

୩୩ତମ ସ୍ଵାଧୀନତା ସଂଗ୍ରାମୀ ମହୋତ୍ସବ

ଭୁବେନେଶ୍ୱର:ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୩୩ତମ ସ୍ଵାଧୀନତା ସଂଗ୍ରାମୀ ମହୋତ୍ସବ ରେ ଜାତି ର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ବିଶ୍ଵକୁ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ଵର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ।କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରି ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ଆହ୍ଵାନ କରିଛନ୍ତି। କେବଳ ସ୍ଵାଧୀନତା ଗାନ୍ଧୀଙ୍କ ଲକ୍ଷ୍ୟ ନ ଥିଲା। ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ଵାବଲମ୍ବୀ ଅର୍ଥନୀତି ତାଙ୍କର ଲକ୍ଷ୍ୟ ଥିଲା। ଏ ଦିଗରେ ଆମେ ସମସ୍ତେ ନିଷ୍ଠାପର ଭାବରେ କାର୍ଯ୍ୟ କଲେ ତାହା ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

Leave a Reply

Your email address will not be published. Required fields are marked *