ଆତ୍ମଘୋଷିତ କର୍ମର୍କାଙ୍କ ଦ୍ୱାରା ଉକ୍ରଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ପାଳନର ପ୍ରତିବାଦ

ଆତ୍ମଘୋଷିତ କର୍ମର୍କାଙ୍କ ଦ୍ୱାରା ଉକ୍ରଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ପାଳନର ପ୍ରତିବାଦ

ଭୁବେନେଶ୍ୱର:ଦୁଃଖ ଓ ପରିତାପର ବିଷୟ ଏହି କି ଯେ କଟକ ଜିଲ୍ଲା ଉକ୍ରଳ ସମ୍ମିଳନୀର ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ କର୍ମର୍କା ଥିବାବେଳେ କେତେକ ଖଳପ୍ରକୃତିର ଲୋକ ନିଜକୁ କଟକ ଜିଲ୍ଲା ଉକ୍ରଳ ସମ୍ମିଳନୀର କର୍ମର୍କା ଭାବେ ଘୋଷଣା କରି ଉକ୍ରଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଆସନ୍ତା ତା ୩୦.୧୨.୨୦୧୯ରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ପାଳନ କରିବାକୁ ପ୍ରଚାର ପତ୍ର ବାିଛନ୍ତି  । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ନ ଥିବା ଉକ୍ରଳ ସମ୍ମିଳନୀର କେତେକ କେନ୍ଦ୍ରୀୟ କର୍ମର୍କ।। ଏହି ଅନ୍ୟାୟ ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ସମର୍ଥନ କରୁଛନ୍ତି  । ଏହି କାର୍ଯ୍ୟକ୍ରମରେ କଟକର ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନୀ, ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକାର ଶ୍ରୀ ନିରଞ୍ଜନ ରଥ, କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ସାମଲ ପ୍ରମୁଖ ଏଥିରେ ଅଂଶଗ୍ରହଣ କରୁଥିବା ପ୍ରଚାର ପତ୍ରରେ ଲେଖା ଯାଇଛି  । ଯଦି ଏପରି ହୁଏ, ତାହଲେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଲୋକଙ୍କର ଆସ୍ଥା ରହିବ ନାହିଁ  । କଟକ ଜିଲ୍ଲା ଉକ୍ରଳ ସମ୍ମିଳନୀର କର୍ମର୍କା ଗତ ତା୦୭.୦୮.୧୭ରିଖରେ ଗଣତାନ୍ତ୍ରିକ ପଦ୍ଧତିରେ କେନ୍ଦ୍ରୀୟ କର୍ମର୍କାଙ୍କ ଉପସ୍ଥିତିରେ ନିର୍ବାଚିତ ହୋଇଥିଲେ ଯାହା ପରର୍ବୀ ସମୟରେ କଟକ ଜିଲ୍ଲା ଉକ୍ରଳ ସମ୍ମିଳନୀର ସାଧାରଣ ସଭାରେ ଦୃଢ଼ୀକରଣ କରାଯାଇଛି  । ଏହା ମଧ୍ୟ ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି  । ଏହା ସ୍େୱ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ ପାଇଁ କଟକ ଜିଲ୍ଲା ଉକ୍ରଳ ସମ୍ମିଳନୀ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି  । ଆମେ କଟକ ଜିଲ୍ଲା ଉକ୍ରଳ ସମ୍ମିଳନୀର ନିର୍ବାଚିତ କର୍ମର୍କା ଏହାର ନିନ୍ଦା କରିବା ସଂଗେ ସଂଗେ ଦୃଢ଼ ପ୍ରତିବାଦ କରୁଛୁ  । ଏହି ପ୍ରତିବାଦ କଟକର ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନୀ, ଶ୍ରୀଯୁକ୍ତ ନିରଞ୍ଜନ ରଥ, ଇଂ ମହମ୍ମଦ ମୋକି. ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ସାମଲ ଓ ଅନ୍ୟମାନଙ୍କୁ ଜଣାଇ ଦେଉଛୁ  । ଆଶା କରୁଛୁ ମାନ୍ୟବର ଜିଲ୍ଲାପାଳ ଓ ଅନ୍ୟମାନେ ଏଥିରୁ ନିବୃ ହେବେ, ନଚେତ୍ ଆମେ ବାଧ୍ୟ ହୋଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଗୋପବନ୍ଧୁବାଗରେ ଥିବା ଗୋପବନ୍ଧୁଙ୍କ ପ୍ରତିର୍ମୂୀ ନିକଟରେ ଧାରଣା ଦେବାକୁ ବାଧ୍ୟ ହେବୁ  ।

Leave a Reply

Your email address will not be published. Required fields are marked *