ସହିଦ ନଗର ସ୍ଥିତ ଇମ୍ଫା ପାର୍କ ପାଖରେ ବସ ଟି ବହୁତ ବର୍ଷ ଠିଆ ହୋଇଥିବେଳେ ଆଜି ବସ ରେ ନିଆଁ ଲାଗିଯାଇଛି।

ସହିଦ ନଗର ସ୍ଥିତ ଇମ୍ଫା ପାର୍କ ପାଖରେ ବସ ଟି ବହୁତ ବର୍ଷ ଠିଆ ହୋଇଥିବେଳେ ଆଜି ବସ ରେ ନିଆଁ ଲାଗିଯାଇଛି।

ଭୁବନେଶ୍ୱରର ସହିଦନଗରରେ ବୁଧବାର ଏକ ବସ୍‍ ଜଳିଯାଇଛି। ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ବସ୍‍ଟିରେ ହଠାତ୍‍ ନିଆଁ ଲାଗି ଯାଇଥିଲା। ଫଳରେ ବସ୍‍ଟି ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏଥିରେ ଅନ୍ୟ କୌଣସି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିନାହିଁ। ଆଜି ପଵିତ୍ର ବଦଦିନ ଉପଲକ୍ଷେ ସାରା ସହର ଉତ୍ସାହ ଉଦ୍ଦୀପନାରେ ଥିବା ବେଳେ ,ଭୁବନେଶ୍ୱର ସ୍ଥାନୀୟ ସହିଦ ନଗର ଇମ୍ଫା ପାର୍କ ପାର୍ଶ୍ୱରେ ଥୁଆ ହୋଇଥିବା KA01 D 5180 ନମ୍ବର ବିଶିଷ୍ଟ ଏକ ଘରୋଇ ବସ ଟି ଆକସ୍ମିକ ନିଆଁ ଲାଗି ସମ୍ପୂର୍ଣ ଭାବେ ଜଳି ଜସିଥିବା ଜଣାପଡିଛି।ଅଗ୍ନିକାଣ୍ଡ ବେଳେ ବସ ରେ କୌଣସି ଯାତ୍ରୀ ନଥିବାରୁ କୋଣସି ଧନଜୀବନ କ୍ଷତି ହୋଇନାହିଁ।ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁ କୁ ଆୟତ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *