ଜନନେତା ଭାଗବତ ପ୍ରସାଦ ମହାନ୍ତି, ଗତକାଲି ରାତିରେ 93 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ

ଜନନେତା ଭାଗବତ ପ୍ରସାଦ ମହାନ୍ତି, ଗତକାଲି ରାତିରେ 93 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ!

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଜନମାନସର ପ୍ରତୀକ, ପ୍ରଖ୍ୟାତ ସମାଜବାଦୀ ନେତା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ନିର୍ଭୀକ, ନିଷ୍ଠାପର, ସଚ୍ଚୋଟ, ସତ୍ୟବାଦୀ, ସଂଗ୍ରାମୀ ବରପୁତ୍ର ସର୍ବମାନ୍ୟ ଜନନେତା ଭାଗବତ ପ୍ରସାଦ ମହାନ୍ତି, ଗତକାଲି ରାତିରେ 93 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି l କେନ୍ଦ୍ରାପଡ଼ା କଜଳl ଠାରେ ସେ ନିଜେ ନିର୍ମାଣ କରିଥିବା ଶ୍ମଶାନ ( ସ୍ୱର୍ଗଦ୍ୱାର ) ଠାରେ,ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବlତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ସେହି ଆମରାତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

Leave a Reply

Your email address will not be published. Required fields are marked *