ପ୍ରେମାନନ୍ଦ ଏବେ ପରଲୋକ ରେ।

ପ୍ରେମାନନ୍ଦ ଏବେ ପରଲୋକ ରେ।

ଭୁବେନେଶ୍ୱର: ଜଣାଶୁଣା ହାସ୍ୟ ଅଭିନେତା, ଥିଏଟର୍‌ ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବାରିକଙ୍କର ଏକ ଟ୍ରେନ୍‌ ଦୁର୍ଘଟଣା‌ରେ ମୃତ୍ୟୁ ଘଟିଛି। ଶ୍ରୀ ବାରିକ ତାଙ୍କ ଶ୍ବଶୁର ଘର ନିରାକାରପୁର ଯାଇଥିଲେ। ସେଠାରୁ ଟ୍ରେନ୍‌ ଯୋଗେ ଫେରିବା ବେଳେ ତାପଙ୍ଗ ଷ୍ଟେସନ ନରଣଗଡ଼ ନିକଟରେ ଏହି ଅଘଟଣ ଘଟିଛି।

Leave a Reply

Your email address will not be published. Required fields are marked *