ପୂର୍ବତଟ େରଳପଥ ସର୍ବ ଭାରତୀୟ ଓବିସିସଂଘ ଓ ଅନୁସୂଚିତ ଜାତିଓ ଜନଜାତିସଂଘ ସହିତ ଆେଲାଚନା

ପୂର୍ବତଟ ରଳପଥ ମହାପ୍ରବନ୍ଧକଙ୍କ ସହିତ ସଫାଈ କର୍ମଚାରୀ ରାଷ୍ଟ୍ରୀୟ ଆୟୁକ୍ତଙ୍କ ଆେଲାଚନା ଓ ରଳପଥର କାର୍ଯ୍ୟ ସମୀକ୍ଷା ସଫାଈ କର୍ମଚାରୀ ରାଷ୍ଟ୍ରୀୟ କମିଶନ ଅଧ୍ୟକ୍ଷ୍ୟ ଶ୍ରୀ ମନହର ଭାଲଜିଭାଇ ଜାଲା ଆଜିପୂର୍ବତଟ େରଳପଥ
ପରିଦର୍ଶନ କରିେରଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣଙ୍କ ସହିତ େରଳପଥେର କାର୍ଯ୍ୟରତ ଥିବା ସଫାଈ
କର୍ମଚାରୀମାନଙ୍କ କାର୍ଯ୍ୟାବଳିସହିତ େସମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧେର ସମୀକ୍ଷା କରିଥିେଲ I ଏହି
ଅବସରେର େରଳବାଇ େବାର୍ଡ କାର୍ଯ୍ୟନିର୍ବାହୀ ନିର୍େଦଶକ (ଔଦ୍େୟାଗିକ ସମ୍ପର୍କ) ଶ୍ରୀ ଆେଲାକ କୁମାରଙ୍କ ସହିତ
ପୂର୍ବତଟ େରଳପଥର ବରିଷ୍ଠ ଅଧିକାରୀମାେନ ସମୀକ୍ଷା େବୖଠକେର ଭାଗେନଇଥିେଲ I
ରାଷ୍ଟ୍ରୀୟ ସଫାଈ କର୍ମଚାରୀ କମିଶନ ର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟେର ଏହାର ସମ୍ପାଦକ ନରାଇନ ଦାସ, ପରାମର୍ଶଦାତା ଶ୍ରୀ ପୁରାଣ ସିଂହ, ସଚିବ ଶ୍ରୀ ମେହନ୍ଦ୍ର ପ୍ରତାପ ପ୍ରମୁଖ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣଙ୍କ
ସହିତ ଆେଲାଚନାେର ଭାଗେନଇଥିେଲ I ପୂର୍ବରୁଶ୍ରୀ ଜାଲା ପୂର୍ବତଟ େରଳପଥ ସର୍ବ ଭାରତୀୟ ଓବିସିସଂଘ ଓ ଅନୁସୂଚିତ
ଜାତିଓ ଜନଜାତିସଂଘ ସହିତ ଆେଲାଚନା କରିବିଭିନ୍ନ ସମସ୍ୟା ସମ୍ବନ୍ଧେର ଆେଲାଚନା କରିଥିେଲ I

Leave a Reply

Your email address will not be published. Required fields are marked *