ଆସ୍କା ପୋଲିସ ର ଦେଶୀ ମଦ ଭାଟି ଉପରେ ଚଢ଼ାଉ,

ଆସ୍କା ପୋଲିସ ର ଦେଶୀ ମଦ ଭାଟି ଉପରେ ଚଢ଼ାଉ,

ଭୁବନେଶ୍ୱର: ଗଂଜାମ ଜିଲ୍ଲା ଆସ୍କା ପୋଲିସ ର ଦେଶୀ ମଦ ଭାଟି ଉପରେ ଚଢ଼ାଉ, ସ୍ଥାନୀୟ ବାଲିସିରା ଓ ଭ।ଲିଆ ପଲ୍ଲୀ ଗ୍ରାମରେ ଥିବା ମଦ ଭାଟିରେ ଚଢ଼ାଉ କରି୧୦୦୦୦ ଲିଟର ମଦ, ୧୦୦୦ ଲିଟର ସ୍ପିରିଟ ସହ ମଦ ପ୍ରସ୍ତୁତିରେ ଆବଶ୍ୟକୀୟ ସରଞ୍ଜାମ ଜବତ କରିଛି।ବେଆଇନ ମଦ ପ୍ରସ୍ତୁତି କରିବା ଅଭିଯୋଗରେ ମଧ୍ୟ ଆଠ ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *