ଉତ୍କଳ ରଂଗମଞ୍ଚ ଭୁବନେଶ୍ୱର ଠାରେ ଆଜି ଦ୍ୱିତୀୟ ବର୍ଷ ମାୟାବୃତ୍ତ ଜୀବନ ସନ୍ଧାନରେ ଶତାବ୍ଦୀୟ ଗୀତ,

ଉତ୍କଳ ରଂଗମଞ୍ଚ ଭୁବନେଶ୍ୱର ଠାରେ ଆଜି ଦ୍ୱିତୀୟ ବର୍ଷ ମାୟାବୃତ୍ତ ଜୀବନ ସନ୍ଧାନରେ ଶତାବ୍ଦୀୟ ଗୀତ,

ଭୁବେନେଶ୍ୱର:ଉତ୍କଳ ରଂଗମଞ୍ଚ ଭୁବନେଶ୍ୱର ଠାରେ ଆଜି ଦ୍ୱିତୀୟ ବର୍ଷ ମାୟାବୃତ୍ତ ଜୀବନ ସନ୍ଧାନରେ ଶତାବ୍ଦୀୟ ଗୀତ, ବାଦ୍ୟ ଓ ନୃତ୍ୟ ପରିବେଷଣ ହେଉଥିଲା

ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ. ଦେବୀ ପ୍ରସାଦ ମିଶ୍ର ଓ ମାନ୍ୟବର ତାଳଚେର ବିଧାୟକ ଶ୍ରୀ. ବ୍ରଜକିଶୋର ପ୍ରଧାନ ଯୋଗଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *