ଶ୍ରୀ ଶ୍ରୀ ରାମ ନାରାୟଣ ଦାସଜୀ ମହାରାଜଙ୍କ ପ୍ରତି ବର୍ଷ ପରି 15ତମ ବାର୍ଷିକ ସାମୁହିକ ସୁନ୍ଦରକlଣ୍ଡ ପାଠୋଉତ୍ସବ

ଶ୍ରୀ ଶ୍ରୀ ରାମ ନାରାୟଣ ଦାସଜୀ ମହାରାଜଙ୍କ ପ୍ରତି ବର୍ଷ ପରି 15ତମ ବାର୍ଷିକ ସାମୁହିକ ସୁନ୍ଦରକlଣ୍ଡ ପାଠୋଉତ୍ସବ

ଭୁବନେଶ୍ୱର: ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ରାମ ନାରାୟଣ ଦାସଜୀ ମହାରାଜଙ୍କ ପ୍ରତି ବର୍ଷ ପରି 15ତମ ବାର୍ଷିକ ସାମୁହିକ ସୁନ୍ଦରକlଣ୍ଡ ପାଠୋଉତ୍ସବ ଶ୍ରୀରାମ ମନ୍ଦିର ଅନୁଷ୍ଟିତ ହୋଇଛି. ଏଠାରେ ପ୍ରତେକ ଜାଗାରୁ ହଜାର ହଜାର ଭକ୍ତଗଣ ସୁନ୍ଦରକlଣ୍ଡ ପାଠୋ କରିଛନ୍ତି… ଶ୍ରୀ ରାମ କମିଟି ପକ୍ଷରୁ ଶେଷରେ ପ୍ରତେକ ଭକ୍ତଗଣମାନଙ୍କ ପାଇଁ ପ୍ରସାଦ ସେବନ ଵେବସ୍ତା ହୋଇଛି!

Leave a Reply

Your email address will not be published. Required fields are marked *