ରାଜଭବନପରିସରରେ ମଜା ନେଉଛନ୍ତି ଓଡିଶା ବାସୀ।

ରାଜଭବନପରିସରରେ ମଜା ନେଉଛନ୍ତି ଓଡିଶା ବାସୀ।

ଭୁବନେଶ୍ୱର :ମଜା ନେଉଛନ୍ତି ସର୍ବସାଧାରଣ ରାଜଭବନ ରେ ଛୁଆ ଠୁ ଆରମ୍ଭ କରି ମହିଳା ଓ ଛାତ୍ର ଛାତ୍ରୀ ବୁଲି ମଜା ନେଉଛଥି ।

ସୂଚନାଯୋଗ୍ୟ, ରାଜଭବନ ଉଦ୍ୟାନକୁ ପ୍ରବେଶ କରିବା ପାଇଁ ଦର୍ଶକ ଗେଟ ରେ ପ୍ରବେଶ କରି ରାସ୍ତା ର ଦୁଇ ପାର୍ଶ୍ଵରେ ବିଭିନ୍ନ ପ୍ରକାର ଫୁଲ ଦେଖିବାକୁ ମିରୁଛି । ଛୁଆ ଆଉ ଛାତ୍ର ଛାତ୍ରୀ ସେଲ୍ଫି ନେଇ ମଜା ନେଉଛଥି ଏବଂ ମହିଳା ମାନେ ବସି ଗପ ସପ ସହ ଖୁସି ମନାଉ ଛତି।ସେପଟେ ରାଜ୍ୟପାଳ ବିଭିନ୍ନ ବିଦ୍ୟାଳୟ ଛୋଟ ଛୁଆ ମାନକୁ ଚକଲେଟ ସହ ପେନ ଦେଇ ସେପଟେ ରାଜ୍ୟପାଳ ମଧ୍ୟ ଖୁସି ମନାଉ ଛତି । ସୁରକ୍ଷା କ୍ରମୀ ନିଜର ସୁରକ୍ଷା ସହ କଯ୍ୟକରାପ ଜାରି ରଖିଛଥି।

ଭିଡ଼ରୁ ମୁକ୍ତ ରହି ସୁବିଧାରେ ରାଜଭବନ ମଧ୍ୟକୁ ପ୍ରବେଶ କରିବା ପାଇଁ ଉପଲବ୍ଧ ଏହି ଦୁଇ ବ୍ୟବସ୍ଥାର ସୁବିଧା ନେବା ନିମନ୍ତେ ରାଜଭବନ ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏଥିଲେ ଦର୍ଶକ ବୁଲି ସେଲ୍ଫ ସହ ଖୁସି ମନାଇଲେ ଓ ରାଜ୍ୟ ପାଳ ଙ୍କ ଠୁ ସେଲ୍ଫି ସହ ଚକଲେଟ ବାଣ୍ଟିଲେ ଓ ଗେଲା କଲେ ରାଜ୍ୟପାଳ।

Leave a Reply

Your email address will not be published. Required fields are marked *