ପୁରୁଷୋତ୍ତମ ଏକ୍ସପ୍ରେସ ଦୁଇଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ I

ପୁରୁଷୋତ୍ତମ ଏକ୍ସପ୍ରେସ ଦୁଇଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ I

ଭୁବନେଶ୍ୱର:ମୁଗଲସରାଇ ରେଳ ମଣ୍ଡଳ ର ବାବୁଆ ଷ୍ଟେସନ ଠାରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ଡିସେମ୍ବର ମାସ ୫ ଓ ୬ ତାରିଖ ଦିନ ଉଭୟ ନୂଆ ଦିଲ୍ଲୀ ଓ ପୁରୀରୁ ଛାଡିବାକୁ ଥିବା ୧୨୮୦୧/୧୨୮୦୨ ପୁରୀ-ନୂଆ ଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଏହାର ସ୍ଥିରୀକୃତ ମାର୍ଗ ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି ଯାତାୟାତ କରିବ I

ପରିବର୍ତ୍ତିତ ମାର୍ଗ : ଟାଟା-ମୁରି-ଵର୍କକନା-ଗରୱା ରୋଡ଼-ଚୋପନ-ଚୁନାର ଷ୍ଟେସନ ମାର୍ଗରେ

ସ୍ଥିରୀକୃତ ମାର୍ଗରେ ଯାତାୟାତ କରିବାକୁ ନଥିବା ଷ୍ଟେସନ – ଚାନ୍ଦିଲ-ପୁରୁଲିଆ-ବୋକାରୋ ଷ୍ଟିଲ ସିଟି-ଚନ୍ଦ୍ରପୁରI-ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଙ୍କ୍ସନ ଗୋମୋ-ପାରସନାଥ-ହଜାରୀବାଗ-କୋଡର୍ମା-ପାହାଡ଼ପୁର-ଗୟା-ଅନୁଗ୍ରହ ଏନ ରୋଡ଼-ଦେହରି ଅନ ସୋନ-ସାସାରାମ-ବାବୁଆ ରୋଡ଼-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ I

Leave a Reply

Your email address will not be published. Required fields are marked *