ବେକ ରେ ବଢୁଛି ଟ୍ୟୁମର, ପଇସା ନାହିଁ, ବାପା ମା ଗରିବ କଣ କରିବେ

ଭୁବନେଶ୍ୱର:୨୪.୦୯ ବେକ ରେ ବଢୁଛି ଟ୍ୟୁମର, ପଇସା ନାହିଁ, ବାପା ମା ଗରିବ କଣ କରିବେ!ସରକାର ଙ୍କ ଅପେକ୍ଷାରେ ଚିକିତ୍ସା କରିବେ ବୋଲି ପରିବାର କହୁଚନ୍ଥି ହେଲେ ସରକାର ଙ୍କ ପାଖକୁ କଥା ଯାଉନି ବୋଲି ପରିବାର ର ବାପା ଓ ମା କହିଛନ୍ଥି। Bank name-state bank,Raighar
Account no-33717520727
IFSC code- -SBIN0010934
Account holder name-Hembai majhi
contact and phone pe -9556362049
ପରିବାର ଲୋକଙ୍କୁ ସରକାର ଓ ସହୃଦୟ ବ୍ୟକ୍ତିଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗ ହୋଇପାରିଲେ ଶିଶୁଟିର ଚିକିତ୍ସା ହୋଇ ପାରନ୍ତା।

Leave a Reply

Your email address will not be published. Required fields are marked *