ଗଂଜାମ ପୋଲିସ କାବୁ କରିବାରେ ସକ୍ଷମ

ଗଂଜାମ ପୋଲିସ କାବୁ କରିବାରେ ସକ୍ଷମ
ଭୁବେନେଶ୍ୱର:ବିଭିନ୍ନ ଡକାୟତିରେ ସମ୍ପୃକ୍ତ ଏକ ନ ଜଣିଆ ଡକାୟତ ଦଳକୁ ଗଂଜାମ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି।ପୋଲିସ ସେମାନଙ୍କ ଠାରୁ ଚାରୋଟି ପିସ୍ତଲ, ଗୋଟିଏ ଛୁରୀ,ଗୋଟିଏ ଭୁଜାଲି,ଏବଂ ବହୁ ପରିମାଣରେ ଜୀବନ୍ତ ଗୁଳି ଜବତ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *