ଝିଅ ହେବତ ଏମିତି.!

ମନ୍ତ୍ରୀଙ୍କୁ_କହିଲେ_ମୁଁ_ତୁମ_ଚାକର_ନୁହେଁ_MLA_ସାହେବ
ମନ୍ତ୍ରୀଙ୍କ ପୁଅ ନିୟମ ଭାଙ୍ଗିଥିଲେ। ବିଚ୍ ରାସ୍ତାରେ ରାତିରେ ତାଙ୍କୁ ଧରିଲେ ଏହି ମହିଳା କନଷ୍ଟେବଳ। ତା’ପରେ ମନ୍ତ୍ରୀଙ୍କୁ ଫୋନ୍ ଲଗାଇ ଜବାବ ଦେଲେ। କିନ୍ତୁ ଏଥିପାଇଁ ତାଙ୍କୁ ସାବାସୀ ମିଳିବା ବଦଳରେ ବଦଳି କରାଗଲା। ସେଥିପାଇଁ ସୁନୀତା ଆଜି ଚାକିରି ଛାଡ଼ିଦେଲେ। ଆପଣମାନେ କୁହନ୍ତୁ, ସୁନୀତା ଠିକ୍ କରିଛନ୍ତି ନା ନାହିଁ? ଜଣେ ସାହସୀ ମହିଳା କନଷ୍ଟେବଳଙ୍କୁ କ”ଣ ଏମିତି ପୁରସ୍କାର ଦିଆଯିବା କଥା?

Leave a Reply

Your email address will not be published. Required fields are marked *