ପିଆଜ ଦଳ ବୁଦ୍ଧି ରେ ମନ୍ତ୍ରୀ ଘରେ ଜଗିଛି ପୋଲିସ

 

ପିଆଜ ଦଳ ବୁଦ୍ଧି ରେ ମନ୍ତ୍ରୀ ଘରେ ଜଗିଛି ପୋଲିସ

ବନେଶ୍ୱର: ଯୋଗଣ ମନ୍ତ୍ରୀଙ୍କୁ ଜଗିଛି ପୋଲିସ । ପିଆଜ ଦର ଡରାଉଛି ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ । ଦିନକୁ ଦିନ ବଢି ଚାଲିଥିବା ପିଆଜ ଦର ଲୋକ ଅସନ୍ତୋଷ ବୃଦ୍ଧି କରିବାରେ ଲାଗିଛି । ତେଣୁ ମନ୍ତ୍ରୀ ଜନ ଆକ୍ରୋଶର ଶିକାର ହେବାକୁ ଥିବା ଅନୁମାନ କରି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିଛି । ରାଜ୍ୟରେ ପିଆଜ ଦର କିଲୋ ପ୍ରତି ୫୦ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଅନେକ ସହରରେ ଏହା ୧୭୦ ଛୁଇଁଲାଣି । ଯାହାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି । ରାଜ୍ୟ ଯୋଗାଣ ମନ୍ତ୍ରୀ ଏଦିଗରେ କୌଣସି ପଦକ୍ଷେପ ନେଉଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରେ ମନ୍ତ୍ରୀଙ୍କ ବାସଭବନକୁ ଜଗିଛି ପୋଲିସ ।ଖବର ଆସୁଛି ବିଜେପି କିମ୍ବା କଂଗ୍ରେସ ଅଣ୍ଡା ପକେଇବାକୁ ନେଇ ଜଗିଛି ପୋଲିସ।

Leave a Reply

Your email address will not be published. Required fields are marked *