ବଦଳିବେନି ପିସିସି ନିରଞ୍ଜନ ପଟ୍ଟନାୟକ: ଜିତେନ୍ଦ୍ର

ବଦଳିବେନି ପିସିସି ନିରଞ୍ଜନ ପଟ୍ଟନାୟକ: ଜିତେନ୍ଦ୍ର

ଭୁବନେଶ୍ୱର:ଗତ କିଛି ଦିନ କଂଗ୍ରେସ ଦଳ ର ଦ୍ୱୟଦ ଚାଲିଥିବା ବେଳେ ଆଜି କଂଗ୍ରେସର ପିସିସି ସଭାପତି ପଦରେ ରହିବେ ନିରଞ୍ଜନ ପଟ୍ଟନାୟକ । ଏନେଇ ଆଜି ସ୍ପଷ୍ଟୀକରଣ କରି ଦେଇଛନ୍ତି ଓଡିଶା ପ୍ରଭାରି ଜିତେନ୍ଦ୍ର ସିଂହ । ଜିତେନ୍ଦ୍ର କହିଛନ୍ତି ଯେ, ନିିରଞ୍ଜନ ପଟ୍ଟନାୟକ ହିଁ ବର୍ତ୍ତମାନ ପିସିସ ସଭାପତି ରହିବେ । ଏହାକୁ ନେଇ ଗଣମାଧ୍ୟମ କୌଣସି ବୟାନବାଜି ନକରନ୍ତୁ । ଦଳ ନିୟମକୁ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ ।’
ତେବେ କୌଣସି ଅଭିଯୋଗ ଥିଲେ ଦଳ ଅଧ୍ୟକ୍ଷ ଜିତେନ୍ଦ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *