ରେସ୍‌ରେ ଏବେ ଦଳର ୧୩ ଜଣ ଆଗ ଧାଡ଼ିର ନେତା

ଭୁବନେଶ୍ୱର:୧୨.୦୭  ବହୁତ ଶୀଘ୍ର ପିସିସି ସଭାପତି ପଦରେ  ପରିବର୍ତ୍ତନ ହୋଇପାରେ । ଏହି ରେସ୍‌ରେ ଏବେ ଦଳର ୧୩ ଜଣ ଆଗ ଧାଡ଼ିର ନେତା ଅଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ଚାହିଁବେ ସେ ହେବେ ପରବର୍ତ୍ତୀ ପିସିସି ସଭାପତି।ସୋନିଆ ଓ ରାହୁଲ ଦେଶବ୍ୟାପୀ ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି। ତେବେ ଓଡ଼ିଶାରେ ଏହି ପଦ ପାଇଁ ବହୁ ପ୍ରମୁଖ ଦାବିଦାର ଅଛନ୍ତି। ସେମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ଶରତ ରାଉତ, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବୀ ବିଶ୍ୱାଳ ଓ ଜୟଦେବ ଜେନା ପ୍ରମୁଖ ଅଛନ୍ତି ବୋଲି ସୁର କହିଛନ୍ତି।

Leave a Reply

Your email address will not be published. Required fields are marked *