ଏକାଠି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ |

ଏକାଠି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ |

ଆଜି ହୋଟେଲ କେଶରୀ ରେ ଏକାଠି ହୋଇ ଏକାଠି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ | ଭୁବନେଶ୍ବରରେ ଏକ ହୋଟେଲରେ ନିରଞ୍ଜନଙ୍କ ସମର୍ଥକଙ୍କ ବୈଠକ | ପୂର୍ବରୁ ନିରଞ୍ଜନଙ୍କ ବିରୋଧୀ ଗୋଷ୍ଠୀ ମେଳି ହୋଇଥିଲା | ପିସିସି ନିରଞ୍ଜନଙ୍କୁ ହଟାଇ ମୋକିମଙ୍କୁ ସଭାପତି କରିବାକୁ ଦାବି କରିଥିଲେ

Leave a Reply

Your email address will not be published. Required fields are marked *