ସାମନ୍ତ ଚନ୍ଦ୍ର ସ୍ମୃତି ପରିଷଦ

ସାମନ୍ତ ଚନ୍ଦ୍ର ସ୍ମୃତି ପରିଷଦ

ଭୁବନେଶ୍ୱର: ସାମନ୍ତ ଚନ୍ଦ୍ର ସ୍ମୃତି ପରିଷଦ ଆନୁକୁଲ୍ୟରେ,ଏହାର ପ୍ରତିଷ୍ଠାତା,ବିଶିଷ୍ଟ ଲେଖକ,ଜ୍ୟୋତିର୍ବୀଦ୍ ଓ ଆଇନଜୀବି ସ୍ବର୍ଗତ ରେବତୀ କାନ୍ତ ଶାସ୍ତ୍ରୀଙ୍କର 12ତମ ସ୍ମୃତି ସଭା ରେ ମୁଖ୍ୟ ଅତିଥି ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କାହ୍ନୁ ଚରଣ ଲେଙ୍କା,ସମ୍ମାନୀତ ଅତିଥି ଶ୍ରୀ ଶୁସାନ୍ତ ରାଉତ,ଉତ୍ତର ଭୁବନେଶ୍ବର ବିଧାୟକ ଓ ବକ୍ତା ଶ୍ରୀ ଜନ୍ମେଯୟ ଲେଙ୍କା,ଉପଦେଷ୍ଟା ଓଡିଆ ଭାଷା,ସଂସ୍କୃତି ବିଭାଗ,ଓଡିଶା ସରକାର,ଶ୍ରୀ ବିରେନ୍ଦ୍ର ପଟ୍ଟନାୟକ,ସଭାପତି,ଭୁବନେଶ୍ବର ଓକିଲ ସଂଘ ପ୍ରଭୃତି ଯୋଗ ଦେଇଥିଲେ ଶୀଳଭଦ୍ର ଶାସ୍ତ୍ରୀ,ଅଧିବକ୍ତା ଓ ଉପ ସଭାପତି,ଭୁବନେଶ୍ବର ଓକିଲ ସଂଘ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *