ପରିବହନ କମିସନର ଶୁକ୍ରବାର ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି

 

ପରିବହନ କମିସନର ଶୁକ୍ରବାର ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ପରିବହନ କମିସନର ଶୁକ୍ରବାର ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ସଡ଼କ ସୁରକ୍ଷା ନେଇ ଉଲ୍ଲେଖ କରିଛନ୍ତି। ଚିଠିରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ ନିମ୍ନ ଲିଖିତ ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କୁ ଫାଇନ୍‌ ଦେବାକୁ ପଡ଼ିବ।
୧୦ଟି ନିୟମ
– ଦ୍ରୁତଗତିରେ ଗାଡ଼ି ଚଳାଇବା
– ଟ୍ରାଫିକ୍‌ ସିଗ୍ନାଲ ଉଲ୍ଲଂଘନ କରିବା
– ମଦ୍ୟପାନ କରି ଗାଡ଼ି ଚଳାଇବା
– ଭୁଲ ରାସ୍ତାରେ ଯିବା
– ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା
– ବିପଦପୂର୍ଣ୍ଣ ଗାଡ଼ି ଚଳାଇବା
– ବାଇକ୍‌ରେ ୩ ଜଣ ବସିବା
– ବିନା ହେଲମେଟରେ ଗାଡ଼ି ଚଳାଇବା
– ବିନା ସିଟ ବେଲ୍ଟରେ ଗାଡ଼ି ଚଳାଇବା
– ଓଭର ଲୋଡିଂ କଲେ

Leave a Reply

Your email address will not be published. Required fields are marked *