ଅକ୍ଷୟ କୁମାରଙ୍କ ଅନଶନ ପଞ୍ଚମ ଦିନରେ।

‘କାଳିଆ’ ଯୋଜନାରେ ମିଳୁଥିବା ସହାୟତା ରାଶି ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିରୁ ଓହରିଥିବା ପ୍ରତିବାଦରେ ସୁନ୍ଦରପଦା ନିକଟ ବୀରବନ୍ଧରେ ଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଅଫିସରେ ନବ ନିର୍ମାଣ କୃଷକ ସଙ୍ଗଠନର ଜାତୀୟ ଆବାହକ ଅକ୍ଷୟ କୁମାରଙ୍କ ଅନଶନ ପଞ୍ଚମ ଦିନରେ।

Leave a Reply

Your email address will not be published. Required fields are marked *