ବାଦାମବାଡ଼ି ରେ ଖୁବଶୀଘ୍ର ତିଆରିହେବ ଆଉ ଏକ ଫ୍ଲାଏ ଓଭର ବ୍ରିଜ।

ବାଦାମବାଡ଼ି ରେ ଖୁବଶୀଘ୍ର ତିଆରିହେବ ଆଉ ଏକ ଫ୍ଲାଏ ଓଭର ବ୍ରିଜ।

ଭୁବନେଶ୍ୱର: କଟକ :ବାଦାମବାଡ଼ି ରେ ଖୁବଶୀଘ୍ର ତିଆରିହେବ ଆଉ ଏକ ଫ୍ଲାଏ ଓଭର ବ୍ରିଜ।କଟକର ପ୍ରମୁଖ ଜନକ୍ସନ ହେଉଛି ବାଦାମବାଡ଼ି।ଭିଡ଼ କୁ ଦେଖି ବାଦାମବାଡ଼ି ବସ ଷ୍ଟାଣ୍ଡ ପଛରୁ ବାହାରୁଥିବା ବସ ସ୍ଥାନରୁ ବ୍ରିଜ ନିର୍ମାଣ ହୋଇ ଜୟଶ୍ରୀ ସିନେମା ସମୂଖ ରେ ସରିବ। ଆଉ ଏକ ପଟ ଠିକ ବସ ଷ୍ଟାଣ୍ଡ ରୁ ବାହାରି ଦୋଳମୁଣ୍ଡାଇ ଠାରଫଳରେ ବାଦାମବାଡ଼ି ଛକ ଠାରେ ଭିଡ ନିୟନ୍ତ୍ରଣକୁ ଆସିବ।ଏ ନେଇ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଏବଂ ଆର ଅଣ୍ଡ ବି ର ସମସ୍ତ ଅଧିକାରୀ ସହ ଆଲୋଚନା କରିଛନ୍ତି।ଖୁବଶୀଘ୍ର ସରକାର ଙ୍କୁ ଏନେଇ 15ଦିନ ଭିତରେ ଏକ ରିପୋର୍ଟ ଦିଆଯିବ।

Leave a Reply

Your email address will not be published. Required fields are marked *