ପବିତ୍ର କାର୍ତ୍ତିକ ପୁଣିମା ଉପଲକ୍ଷେ ହୁରହୁରୀ ରେ କମ୍ପିଲା ଓଟିଡିସି

ପବିତ୍ର କାର୍ତ୍ତିକ ପୁଣିମା ଉପଲକ୍ଷେ ହୁରହୁରୀ ରେ କମ୍ପିଲା ଓଟିଡିସି

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୁଣିମା ରେ ଏହି ଉପଲକ୍ଷେ ଓଡିଶା ପଯ୍ୟଟନ ନିଗମ ଆଜି ସକାଳ ରୁ ଜରାଶ୍ରମ ଅନ୍ତେବାସୀ ସହିତ ଭୁବନେଶ୍ୱର ପ୍ରାନ୍ଥ ନିବାସ ରେ ପାଳନ କରିଛି ବୋଇତ ବନ୍ଧାନ ଉସବ ରେ ପାଖାପାଖି 30,35 ଜଣ ଅନ୍ତେବାସୀ ଓଟିଡିସି ର କାଯ୍ୟକ୍ରମ ରେ ଯୋଗ ଦାନ କରିଥିଲେ।ଏହା ଛଡା ଏହି ପଯ୍ୟଟନ ଋତୁ ରେ ମନ୍ଦିର ମାରିଣୀ ଭୁବନେଶ୍ୱର କୁ ଦେଖିବା ପାଇଁ ଆସୁଥିବା ପଯ୍ୟଟନ ଙ୍କ ବିପୁଳ ସମାଗମ ଏବଂ ଚାହିଦା କୁ ଆଖି ଆଗରେ ରଖି ପ୍ରାନ୍ଥ ନିବାସ ଆୟୋଜନ କରିଥିଲା ଏହି ଖାଦ୍ୟ ଉସବ । ପରମ୍ପରା କୁ ଓଡ଼ିଆ ଓଡ଼ିଆ ଖାଦ୍ୟ ସହିତ ଖାଦ୍ୟ ର ପରିବେଷଣ ହୋଇଥିଲା ଏହି ଆୟୋଜନ ରେ ପର୍ଚ୍ଚିମ ଓଡିଶା ପାଇଁ ପସ୍ଥିତ କରାଯାଇଥିଲା। ଟୁର ପ୍ୟାକେଜ ଘୋଷଣା କରାଯାଇଥିଲା ଏହି ପଯ୍ୟଟନ ମାନେ କିପରି ବଲାଙ୍ଗୀର , ସୋନ ପୁର , ଓ ସମ୍ବଲପୁର ଜିଲ୍ଲା ରେ ଥିବା ପଯ୍ୟଟନ ସ୍ତରୀ ଗୁଡିକ ସୁଲଭ ମୂଲ୍ୟରେ ପରିଦଶନ କରିପାରିବେ ଏହା ଉପରେ ଗୁରୁତ୍ୟ ଦିଅ ଯାଇଛି । ଚରିତ ବର୍ଷ ଓଟିଡିସି ତରଫରୁ ଫୁଡ଼ ଷ୍ଟଲ ର ବ୍ୟବସ୍ତା କରାଯାଇଥିଲା ଏହି ପବିତ୍ର ଉପଲକ୍ଷେ ଏଥିଲେ ଓଟିଡିସି ମାର୍କେଟଟିଙ୍ଗ ମ୍ୟାନେଜର ଆଲୋକ ରଞ୍ଜନ ମିଶ୍ର ,ମୋ କଲେଜ ର ଉପଦେଷ୍ଟା ଆକାଶ ଦାସ ନାୟକ , ଓଟିଡିସି ର ଅଦକ୍ଷ ଶ୍ରୀମତୀ ଶ୍ରୀମୟୀ ମିଶ୍ର ପରିଚାରଣା ନିଦ୍ଧେଶ ଙ୍କ ଶ୍ରୀ ହେମକାନ୍ତ ସାଏ , ଗୁଣଗୁଣ ଓ ଓ ଓଟିଡିସି ର ଅନ୍ୟାନ୍ୟ ବରିଷ୍ଠ ଅଫିସର ବୃନ୍ଦ ଏହି କଯ୍ୟକ୍ରମ ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *