ପର୍ଯ୍ୟଟକଙ୍କ ପାଇଁ ଓଟିଡିସିର ନୂଆ ପ୍ୟାକେଜ୍।

ପର୍ଯ୍ୟଟକଙ୍କ ପାଇଁ ଓଟିଡିସିର ନୂଆ ପ୍ୟାକେଜ୍।

ଭୁବନେଶ୍ୱର୧୮.୧୨.୧୯: ଆଗାମୀ ବିଭାହ ଋତୁରେ ଆଖି ଆଗରେ ରଖି ଓଟିଡିସି ଧ୍ୟରା ପଥମ ପଯ୍ୟରେ ଏହା ଛଅ ଟି ପ୍ରନ୍ଥ ନିବାସ ଯଥା ଗୋପାଳ ପୁର ,ରମ୍ଭା , କୋଣାର୍କ ,ପୁରୀ , ଚାନ୍ଦି ପୁର, ଏବଂ ବଦକୁରରେ ଉପଲବ୍ଧ ହେବ । ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ୟାକେଜ୍ ଘୋଷଣା କରିଛି ଓଟିଡିସି । ୬ଟି ପାନ୍ଥନିବାସରେ ୱେଡିଙ୍ଗ ପ୍ୟାକେଜ୍ ଘୋଷଣା କଲା ଓଟିଡିସି ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ ପାନ୍ଥ ନିବାସରେ ମିଳିବ ସୁବିଧା । ଚାନ୍ଦିପୁର ଓ ବଡ଼କୁଳ ପାନ୍ଥନିବାସରେ ବି ମିଳିବ ୱେଡିଙ୍ଗ ପ୍ୟାକେଜ୍ । ପ୍ୟାକେଜରେ ବିବାହ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭ୍ରମଣର ସୁବିଧା ଦେବ ଓଟିଡିସି

ସେହିପରି ପଶ୍ଚିମ ଓଡ଼ିଶା ଓ ଚିଲିକା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଘୋଷଣା କରିଛି ଓଟିଡିସି । କଳାହାଣ୍ଡି ଓ ବଲାଙ୍ଗିର ପାଇଁ ୨ଟି ସ୍ବତନ୍ତ୍ର ବସ୍ ସେବା ଆରମ୍ଭ ହେବ । ଚିଲିକାରେ ଭାସମାନ ଭୋଜନାଳୟ ଓ ଭାସମାନ ଘରର ବ୍ୟବସ୍ଥା ହେବ । ବୋଲି ଓଟିଡିସି ଅଧକ୍ଷ ଶ୍ରୀ ମୟୀ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *