ODF ସହର ରାଜଧାନୀ ଭୁବନେଶ୍ୱର !

ODF ସହର ରାଜଧାନୀ ଭୁବନେଶ୍ୱର !


ଭୁବନେଶ୍ୱର୦୩.୦୧.୨୦: ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ବାହ୍ୟ ମଳ ମୁକ୍ତ ସହର ODF ଭାବେ ଘୋଷିତ ହୋଇଛି । ଭୁବନେଶ୍ୱରକୁ ODF ସହର ଭାବେ ଘୋଷଣା କରିଛି ବିଏମସି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସହରରେ ଏବେ ୧୯୫ ସର୍ବସାଧାରଣ ଶୌଚାଳୟ ଅଛି । ଏହା ମଧ୍ୟରୁ ୧୪୪ଟି ଶୌଚାଳୟ ଆଇଏସଓ ମାନର, ଅନ୍ୟ ୫୧ଟି ଖୁବ ଶୀଘ୍ର ହେବ ବୋଲି ବିଏମସି କହିଛି । ଆସନ୍ତାକାଲିଠାରୁ ଦେଶବ୍ୟାପୀ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହେଉଛି । ଭୁବନେଶ୍ୱର ସମେତ ୮୧ସହର ଏହି ଅଭିଯାନରେ ଭାଗ ନେଉଥିବା ସୂଚନା ରହିଛି । ପୂର୍ବରୁ ଭୁବନେଶ୍ୱର ବାହ୍ୟ ମଳ ମୁକ୍ତ ସହର ଓଡ଼ିଏଫ ଘୋଷିତ ହୋଇଥିଲା

Leave a Reply

Your email address will not be published. Required fields are marked *