ମହଙ୍ଗା ପଡ଼ିଲା ଡେଟିଂ ନିଶା।

ମହଙ୍ଗା ପଡ଼ିଲା ଡେଟିଂ ନିଶା।

ଭୁବନେଶ୍ୱର:ମୁମ୍ବାଇ: ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍‌ ଅଛନ୍ତି।

Leave a Reply

Your email address will not be published. Required fields are marked *