ସେଲ୍ଫି ନେଲା କାଳ!


ସେଲ୍ଫି ନେଲା କାଳ!

ଭୀମକୁଣ୍ଡ ରେ ପାଣି ରେ ପୋଡି ଯୁବକ ନିଖୋଜ
ଭୁବେନେଶ୍ୱର:-ମୟୁରଭଞ୍ଜ ଓ କେଉଁଝର ସୀମା ରେ ଅବସ୍ଥିତ ଭୀମକୁଣ୍ତ ରେ ଜଣେ ଯୁବକ ସେଲ୍ଫି ନେବା ସମୟ ରେ ଗଡ଼ ଖସି ଯିବାରୁ ଯୁବକ ପାଣି ରେ ପୋଡି ଯାଇ ଥିଲେ |ସେଠାରେ ଠାକୁରମୁଣ୍ଡା ପୋଲିସ ଉପସ୍ଥିତ ଥିଲେ ତାକୁ ଧରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଉଦ୍ଧାର କରିବା ରେ ବିଫଳ ହେଲେ |ସେ ଯୁବକ କେଉଁଝର ବଡ଼ର ପଟେ ସେଲ୍ଫି ଉଠାଉ ଥିବା ବେଳେ ଗୋଡ଼ ଖସି ଥିବା ପ୍ରତକ୍ଷ ଦର୍ଶୀ ଙ୍କ ଠାରୁ ପ୍ରକାଶ |ଲୋକ ଙ୍କ କହିବା କଥା ମୟୁରଭଞ୍ଜ ପଟେ ମୟୁରଭଞ୍ଜ ପୋଲିସ ମୁତୟନ ଥିଲେ କିନ୍ତୁ କେଉଁଝର ପଟେ ପୋଲିସ କେହି ଉପସ୍ଥିତ ନରହିବା ପୁଣି ଏବେ ପିକନିକ ଟାଇମ କେଉଁଝର ପୋଲିସ କୋଣ ପାଇଁ ଏଠାରେ ପୋଲିସ ମୁତୟନ କଲେ ନାହିଁ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି | ଗତ ବର୍ଷ ମଧ୍ୟ ଏଠାରେ ଏପରି ଏକ ଦୁର୍ଘଟଣା ଘଟି ଥିଲା ନିଖୋଜ ହେବାର କୋଡ଼ିଏ ଦିନ ପରେ ମୋର ଶରୀର ମିଳି ଥିଲା |ବାରମ୍ବାର ଏଠାରେ ଏଭଳି ଦୁର୍ଘଟଣା ଆଗରୁ ମଧ୍ୟ ଘଟିଛି ପ୍ରଶାସନ ଏଥି ପାଇଁ ତିକ୍ଷଣ ଦୃଷ୍ଟି ରଖିବା କଥା ।

Leave a Reply

Your email address will not be published. Required fields are marked *