ନୂଆବର୍ଷ ରେ ବର୍ଷା ।

ନୂଆବର୍ଷ ରେ ବର୍ଷା ।

ଭୁବନେଶ୍ୱର ୩୦.୧୨.୧୯ : ନୂଆବର୍ଷ ରେ ବର୍ଷା ।ଥରିବେ ଓଡ଼ିଶା ବାର୍ଷି ଆଉ ଗୋଟେ ଦିନ ଗଲେ ନୂଆବର୍ଷ । ଚରିଆଡ଼େ ନୂଆବର୍ଷ ପାଳନ କରିବା ପାଇଁ ଏବେଠୁ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ଆସନ୍ତା ୧ ଓ ୨ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । କେକେକ ସ୍ଥାନରେ ହାଲକା ବର୍ଷା ସହ ଘଡ଼ଘଡ଼ି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼ ଓ ଖୋର୍ଦ୍ଧାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା କମିବା ପରେ ପୁଣି ଥଣ୍ଡାର ପ୍ରକୋପ ବଢ଼ିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *